ଆଜିର ଖବର ଜଲିଉଡ଼ ଚନ୍ଦନ ସମ୍ମାନ ଉତ୍ସବ ଉଦ୍ଯାପିତ, ସମ୍ମାନିତ ହେଲେ ୧୦୦ କଳାକାର । ଭୁବନେଶ୍ୱର, ଆଠଦିନ ବ୍ୟାପୀ ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ପ୍ରଥମଥର ପାଇଁ ଯାତ୍ରା ଜଗତର କଳାକାରମାନଙ୍କୁ ନେଇ ଆୟୋଜିତ ଜଲିଉଡ଼ ଚନ୍ଦନ ଆୱାର୍ଡ଼ ଉତ୍ସବ ଆଜି ମହାସମାରୋହରେ ଉଦ୍ଯାପିତ…