ଜାତୀୟ ଖବର ଜିତିନି ପ୍ରସାଦ ବିଜେପିରେ ମିଶିବା ପରେ ଅନ୍ୟତମ କଂଗ୍ରେସ ଯୁବ ନେତା ସଚିନ ପାଇଲଟଙ୍କୁ ନେଇ ଚର୍ଚ୍ଚା ନୂଆଦିଲ୍ଲୀ, ଉତ୍ତର ପ୍ରଦେଶ କଂଗ୍ରେସର ଜଣେ ଟାଣୁଆ ନେତା ହେଉଛନ୍ତି ଜିତିନି ପ୍ରସାଦ। ଗତକାଲି ସେ ରାହୁଲଙ୍କ ହାତ ଛାଡି ବିଜେପିରେ ଯୋଗ ଦେଇଛନ୍ତି। ଏହି ଘଟଣା…