ଅପରାଧ ଏଥର ନୂଆ କୌଶଳ: ପୋଲିସର ପରିଚୟ ଦେଇ ଚଣ୍ଡେଶ୍ଵର ରାଜପଥରେ ଟ୍ରକରୁ ଲୁଟିଲେ ୫ ଦୁର୍ବୃତ୍ତ ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଏଥର ନୂଆ କୌଶଳରେ ଜାତୀୟ ରାଜପଥରୁ ଲୁଟ୍ ହୋଇଛି। ଲୁଟେରାମାନେ ପୋଲିସର ପରିଚୟ ଦେଇ ଲୁହା ପଥର ବୋଝେଇ ଟ୍ରକରୁ କାଗଜ ପତ୍ର…