ଆଜିର ଖବର ତୃତୀୟ ଲହରୀ ଆଣିବ କି ଡେଲ୍ଟା ପ୍ଲସ ଭ୍ୟାରିଏଣ୍ଟ?: ଦେଶରେ ଚିହ୍ନଟ ହେଲେଣି ୪୦ ଆକ୍ରାନ୍ତ, ମହାରାଷ୍ଟ୍ରରେ ସର୍ବାଧିକ ନୂଆଦିଲ୍ଲୀ: ଦ୍ଵିତୀୟ ଲହରୀରେ କରୋନାର ଡେଲ୍ଟା ଭ୍ୟାରିଏଣ୍ଟ ଦେଶରେ ଲକ୍ଷାଧିକ ଲୋକଙ୍କ ଜୀବନ ନେଇଛି। ଏହାର ପ୍ରଭାବ ଏବେ ବି ଥମିନଥିବା ବେଳେ କରୋନାର ଡେଲ୍ଟା ପ୍ଲସ ଭ୍ୟାରିଏଣ୍ଟକୁ…