ଆଜିର ଖବର ଦଣ୍ଡନାଚରେ ଅଶ୍ଳୀଳ ସଙ୍ଗୀତ ପରିବେଷଣକୁ ନେଇ କ୍ଷୋଭ: ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକଙ୍କୁ ସ୍ମାରକ ପତ୍ର ପ୍ରଦାନ ବ୍ରହ୍ମପୁର: ଗଂଜାମ ଜିଲ୍ଲାରେ ବିଭିନ୍ନ ଦଣ୍ଡନାଚ ଦଳରେ ଚାଲିଥିବା ଅପସଂସ୍କୃତି ବିରୋଧରେ ରେଶମ ନଗରୀ ବ୍ରହ୍ମପୁର ସହରର ବୁଦ୍ଧିଜୀବୀ ମହଲରେ କ୍ଷୋଭ ପ୍ରକାଶ ସହ ବ୍ରହ୍ମପୁର ଆରକ୍ଷୀ…