ଆଜିର ଖବର ଜନ୍ମାଷ୍ଟମୀରେ ସବୁଠାରୁ ପ୍ରସିଦ୍ଧ କୃଷ୍ଣ ମନ୍ଦିର ଦର୍ଶନ କରି ଦୂର କରନ୍ତୁ ସମସ୍ତ ଦୁଃଖ ଓ ଯନ୍ତ୍ରଣା ନୂଆଦିଲ୍ଲୀ: ଭଗବାନ କୃଷ୍ଣ ଭାଦ୍ରବ ମାସର ରୋହିଣୀ ନକ୍ଷତ୍ରରେ ଅଷ୍ଟମୀ ତିଥିରେ ଜନ୍ମଗ୍ରହଣ କରିଥିଲେ। ପ୍ରତିବର୍ଷ କୃଷ୍ଣ ଜନ୍ମତିଥିରେ ଜନ୍ମାଷ୍ଟମୀ ପାଳନ କରାଯାଏ। ଏହି ଦିନ ମଥୁରା ଏବଂ…