ନକଲି ଇ-ଚାଲାଣ

ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କଲେ ଏବେ କ୍ୟାମେରା ଓ ଟ୍ରାଫିକ୍‌ ପୁଲିସ ଜରିଆରେ ଇ-ଚାଲାଣ କଟାଯାଉଛି। ଏହାର ସୂଚନା ପଞ୍ଜୀକୃତ ମୋବାଇଲ୍‌ ନମ୍ବରକୁ ମେସେଜ୍‌ ମାଧ୍ୟମରେ ମିଳିଥାଏ।…