ଆଜିର ଖବର ଆନ୍ତର୍ଜାତିକ ମହିଳା ଦିବସରେ ସୁସ୍ମିତା ଦାସଙ୍କ ନୂଆ ଗୀତ “ନାରୀ” ଭୁବନେଶ୍ବର: ପୃଥିବୀ ଗୋଟେ ବନ୍ଧନ। ଏଠି ଗଛ ମାଟିରେ ବନ୍ଧା, ଚଢେଇ ବି ଆକାଶରେ, ମାଛ ପାଣିରେ ଆଉ ମୁଁ ନାରୀ ସଂସାରରେ। ନାରୀର ଏଇ ସଂସାରର…