ଆଜିର ଖବର ନିର୍ଭରଶୀଳତାରୁ ଆତ୍ମନିର୍ଭରତା: ଭାରତକୁ କୋଭିଡ୍ ମହାମାରୀ ଦେଇଛି ଦୃଢ଼ ଶିକ୍ଷା- ଆଇସିଏମଆର ଏଡିଜି ଭୁବନେଶ୍ୱର: ପିଆଇବି ତତ୍ତ୍ୱାବଧାନରେ ମଧ୍ୟପ୍ରଦେଶରୁ ଆସିଥିବା ଏକ ଗଣମାଧ୍ୟମ ପ୍ରତିନିଧି ଦଳ ଓଡ଼ିଶା ଗସ୍ତର ଚତୁର୍ଥ ଦିନରେ ଭୁବନେଶ୍ୱରସ୍ଥିତ ଆଇସିଏମଆର–ଆଞ୍ଚଳିକ ଚିକିତ୍ସା ବିଜ୍ଞାନ ଗବେଷଣା କେନ୍ଦ୍ର (RMRC)…