ଆଜିର ଖବର ନୀଳଗିରି ରାଜନୀତି ଘନେଇଲା, ସୁକାନ୍ତଙ୍କୁ ଟିକେଟ ମିଳିବା ପରେ ବିଜେଡି ଛାଡିଲେ ସନ୍ତୋଷ ଭୁବନେଶ୍ବର: ନୀଳଗିରି ରାଜନୀତି ଏଥର ବେଶ ରୋଚକ ମୋଡ ନେଇଛି। କାରଣ ଏହି ଗୋଟିଏ ନିର୍ବାଚନ ମଣ୍ଡଳି ଯେଉଁଠି ଶେଷ ପର୍ଯ୍ୟନ୍ତ କୌଣସି ଦଳ ମଧ୍ୟ ପ୍ରାର୍ଥୀ…