ଜାତୀୟ ଖବର ତେଜିଲା ନୂଆ ସଂସଦ ଭବନ ଉଦଘାଟନ ରାଜନୀତି, ଉତ୍ସବକୁ ବିରୋଧୀ ଦଳର ବର୍ଜନ ଘୋଷଣା ନୂଆଦିଲ୍ଲୀ: କଂଗ୍ରେସ, ବାମପନ୍ଥୀ ଏବଂ ଟିଏମସି ସମେତ ୧୯ଟି ବିରୋଧୀ ଦଳ ଆଜି ନୂଆ ସଂସଦ ଭବନ ଉଦଘାଟନ ସମାରୋହକୁ ବର୍ଜନ କରିବା ପାଇଁ ଘୋଷଣା କରିଛନ୍ତି।…