ଆଜିର ଖବର ପଶ୍ଚିମବଂଗର ରାଜ୍ୟପାଳ ଭାବେ ଅତିରିକ୍ତ ଦାୟତ୍ବ ନେଲେ ମଣିପୁର ରାଜ୍ୟପାଳ ନୂଆଦିଲ୍ଲୀ: ଆଜି ସଂଧ୍ୟାରେ ପଶ୍ଚିମବଂଗର ରାଜ୍ୟପାଳ ଭାବେ ମଣିପୁର ରାଜ୍ୟପାଳ ଏଲ ଗଣେଷନଙ୍କୁ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ସେ ପଶ୍ଚିମବଂଗର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରି…