ଆଜିର ଖବର ପଶ୍ଚିମବଙ୍ଗ ଆଇନ ମନ୍ତ୍ରୀଙ୍କ ଘରେ ସିବିଆଇ ଚଢାଉ, କୋଇଲା ଦୁର୍ନୀତି ମାମଲାରେ କାର୍ଯ୍ୟାନୁଷ୍ଠାନ କଲିକତା: ପଶ୍ଚିମବଙ୍ଗରେ ପୁଣି ଥରେ ସିବିଆଇ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଏବେ କୋଇଲା ଦୁର୍ନୀତି ମାମଲାରେ ବଙ୍ଗଳା ଆଇନ ଏବଂ ଶ୍ରମ ମନ୍ତ୍ରୀ ମଳୟ ଘଟକଙ୍କ ଘରେ…