ରାଜ୍ୟ ଖବର ପ୍ରଚାର ଶେଷ ହେବାର କିଛି ସମୟ ପୂର୍ବରୁ ନୂଆପଡାବାସୀଙ୍କୁ ନବୀନ ଦେଲେ ବାର୍ତ୍ତା, ମନମୋହନଙ୍କ କାଉଣ୍ଟର ଭୁବନେଶ୍ବର: ଆସନ୍ତା ମଙ୍ଗଳବାର ଦିନ ନୂଆପଡା ଉପନିର୍ବାଚନ ପାଇଁ ହେବ ଭୋଟ ଗ୍ରହଣ। ଆଜି ଅପରାହ୍ନରେ ଶେଷ ହୋଇଛି ପ୍ରଚାର। ତେବେ ପ୍ରଚାରର କିଛି ସମୟ ପୂର୍ବରୁ…