ଆଜିର ଖବର ‘ହରିତ ଯୋଗ’ ଉଭୟ ମନୁଷ୍ୟ ଓ ପ୍ରକୃତିକୁ ସୁରକ୍ଷିତ ରଖିଥାଏ: କେନ୍ଦ୍ର ମନ୍ତ୍ରୀ ପ୍ରତାପ ରାଓ ଯାଧବ ଭୁବନେଶ୍ୱର: ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆଜି ସାଧାରଣ ଯୋଗ ଅଭ୍ୟାସ (ସିୱାଇପି) ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୬,୦୦୦ରୁ ଅଧିକ ଯୋଗପ୍ରେମୀ ଅଂଶଗ୍ରହଣ କରି ଯୋଗାଭ୍ୟାସ କରିଛନ୍ତି।…