ଆଜିର ଖବର ଶିକ୍ଷକ କର୍ମଚାରୀମାନଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରନ୍ତୁ ସରକାର: ସମନ୍ୱୟ ସମିତି ଭୁବନେଶ୍ୱର: ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନଙ୍କର ନ୍ୟାଯ୍ୟ ଦାବି ଅନୁଦାନ ଓ ପେନସନ୍ ପ୍ରଦାନ ନିମନ୍ତେ ବାରମ୍ବାର ସରକାର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହେଉ ନାହିଁ।…