ଅନ୍ତରାଷ୍ଟ୍ରୀୟ ଦୁଇ ବର୍ଷ ପରେ ଟେଷ୍ଟ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କଲେ କେ.ଏଲ୍ ରାହୁଲ: ପ୍ରଥମ ଇନିଂସ ଖେଳକୁ ନେଇ ରଖିଲେ ଏଭଳି ମତ ନୂଆଦିଲ୍ଲୀ: ଭାରତର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ କେ.ଏଲ୍ ରାହୁଲ ଦୀର୍ଘ ଦୁଇ ବର୍ଷ ପରେ ଟେଷ୍ଟ କ୍ରିକେଟକୁ ଫେରିଛନ୍ତି। ଇଂଲଣ୍ଡ ବିରୋଧ ଇନିଂସରେ କେ.ଏଲ୍ ରାହୁଲ ୮୪ ରନର…