ଆଞ୍ଚଳିକ କୋଭିଡ୍ ଯୋଦ୍ଧାଙ୍କ ସମ୍ମାନାର୍ଥେ ଜଗତସିଂହପୁର ପ୍ରଶାସନ ଓ ମନ୍ତ୍ରୀ ବିଧାୟକଙ୍କ ନିରବ ପ୍ରାର୍ଥନା ଓ ଶପଥପାଠ ରମେଶ ମହାନ୍ତି ଜଗତସିଂହପୁର: କୋଭିଡ୍ ଯୋଦ୍ଧାମାନଙ୍କର ନିଷ୍ଠା, ଅହର୍ନିସୀ ସେବା ଓ ସର୍ବୋଚ୍ଚ ତ୍ୟାଗକୁ ପୁନଃସ୍ମରଣ ତଥା ସମ୍ମାନ ପ୍ରଦର୍ଶନ ପୂର୍ବକ ଆଜି ସଂନ୍ଧ୍ୟା ୬ଟା ସମୟରେ…