ବିଶେଷ ଖବର ଫେବୃଆରୀ ୧୭ରୁ ଓଡିଶା ବିଧାନସଭାରେ ବଜେଟ ଅଧିବେଶନ: ୨୦ ରେ ଆଗତ ହେବ ବଜେଟ ଭୁବନେଶ୍ଵର: ଚଳିତ ବର୍ଷ ଫେବୃଆରୀ ୧୭ ତାରିଖରୁ ଓଡିଶା ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେବ। ଏପ୍ରିଲ ୮ ତାରିଖ ଯାଏଁ ଏହି ବଜେଟ ଅଧିବେଶନ ଚାଲିବ।…