ଆଞ୍ଚଳିକ ବାଣପୁରର ସ୍ୱୟଂସେବକ ପ୍ରଶାନ୍ତ, ପାଲଟିଛନ୍ତି ଅନ୍ୟମାନଙ୍କ ପାଇଁ ପ୍ରେରଣା ସୀତାରାମ ଅଗ୍ରୱାଲ ବାଣପୁର: ପ୍ରଶାନ୍ତ କୁମାର ସୁପକାର। ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସିରେ ତାଙ୍କର ଘର। ପେଶାରେ ପ୍ରଶାନ୍ତ ଜଣେ ଗୋ ଚିକିତ୍ସକ ଏବଂ ରାଷ୍ଟ୍ରୀୟ ସ୍ୱୟଂସେବକ…