ବିଶେଷ ଖବର ବାଲେଶ୍ୱର ଗସ୍ତ ଅବସରରେ ଗଣମାଧ୍ୟମକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ଭୁବନେଶ୍ଵର: ଏକ ଭୟଙ୍କର ଦୁର୍ଘଟଣା ଘଟିଗଲା। ମୁଁ ଅସହନୀୟ ବେଦନା ଅନୁଭବ କରୁଛି ଏବଂ ଅନେକ ରାଜ୍ୟର ନାଗରିକ ଏହି ଯାତ୍ରାରେ କିଛି ନା କିଛି ହରାଇଛନ୍ତି।…