ବିକଶିତ ଭାରତ ୟଙ୍ଗ୍ ଲିଡର୍ସ ଡାଏଲଗ୍

ନୂଆଦିଲ୍ଲୀ: ‘ବିକଶିତ ଭାରତ କୁଇଜ୍’ର ଶୁଭାରମ୍ଭ ସହିତ ‘ବିକଶିତ ଭାରତ ୟଙ୍ଗ୍ ଲିଡର୍ସ ଡାଏଲଗ୍ ୨୦୨୭’ ଆରମ୍ଭ ହୋଇଯାଇଛି। ଏହା ଦେଶର ଯୁବପିଢ଼ିଙ୍କ ପାଇଁ ନେତୃତ୍ୱ, ନବସୃଜନ…