ଅପରାଧ ବେଆଇନ କେନ୍ଦୁପତ୍ର ଚୋରା ଚାଲାଣ ଉପରେ ବନ ବିଭାଗର ଚଢ଼ାଉ, ପିକ ଅପ ଜବତ କନ୍ଦର୍ପ ବେହେରା ରେଢାଖୋଲ: ସମ୍ବଲପୁର ଜିଲ୍ଲା ରେଢାଖୋଲ ବନଖଣ୍ଡ ପକ୍ଷରୁ ବେଆଇନ କେନ୍ଦୁପତ୍ର ଚୋରା ଚାଲାଣ ଉପରେ ଚଢ଼ାଉ କରାଯାଇଛି। ବଡ଼ମାଳ ରେଞ୍ଜ ଅନ୍ତର୍ଗତ କୁଆଖୋଳ ଗ୍ରାମ…