ଆଜିର ଖବର ସମୁଦ୍ରରେ ଜାହାଜ ନିଖୋଜ, ତାଜା ହେଲା ବ୍ଲାକରୋଜ ସ୍ମୃତି ପାରାଦୀପ: ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚୀନ୍ ଅଭିମୁଖେ ଯାଉଥିବା ପଣ୍ୟବାହୀ ଜାହାଜ ଏମ୍ଭି ‘ଓସେନ୍ ୱିନର୍’ ନିଖୋଜ ହୋଇଯିବା ଘଟଣା ଚିନ୍ତା ବଢ଼ାଇଛି। ଗତ…