ଆଜିର ଖବର ପୁଲୱାମା ଆକ୍ରମଣକୁ ବ୍ଲାକ୍ ଡେ ଭାବେ ପାଳନ ଟାଙ୍ଗୀ/ଖୋର୍ଦ୍ଧା: ୧୪ ଫେବୃଆରୀ ଦିନ ପୁଲୱାମା ଆକ୍ରମଣକୁ ସ୍ମରଣ କରି ଦୁର୍ଗା ଚରଣ ଚିଲିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଏନ୍ସିସି କ୍ୟାଡେଟମାନେ ବ୍ଲାକ୍ ଡେ ପାଳନ କରିଥିଲେ।…