ଆଜିର ଖବର କଟକରେ କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ ପକ୍ଷରୁ ଚଳଚ୍ଚିତ୍ର ନିର୍ମାତା ଏବଂ ପ୍ରେକ୍ଷାଳୟ ପ୍ରତିନିଧିଙ୍କୁ ନେଇ ବୈଠକ କଟକ: ଭାରତ ସରକାରଙ୍କ ସୁଗମ୍ୟ ଭାରତ ଅଭିଯାନ ୨୦୧୫ ଅନ୍ତର୍ଗତ ଭିନ୍ନକ୍ଷମମାନଙ୍କ ପାଇଁ କୋଠାବାଡ଼ି ଠାରୁ ଆରମ୍ଭ କରି ଯାତାୟାତ ବ୍ୟବସ୍ଥାରେ ସୁଗମତା ସୁନିଶ୍ଚିତ କରିବା ଉପରେ…