ଜାତୀୟ ଖବର ଆଜିଠାରୁ ଓଡିଶାରେ ଆରମ୍ଭ ହେଲା ଭୋଟର ସଂଶୋଧନ କାର୍ଯ୍ୟ, ଜାଣନ୍ତୁ କେମିତି କରିବେ ଆବେଦନ ଭୁବନେଶ୍ବର: ଆଜିଠାରୁ ଓଡିଶାରେ ଭୋଟର ସଂଶୋଧନ ପକ୍ରିୟା ଆରମ୍ଭ ହେଲା। ଏନେଇ ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛି। ଯେଉଁମାନଙ୍କର ବୟସ ଆସନ୍ତା…