ବିଶେଷ ଖବର ମଣ୍ଡି ଧାନ ପଂଜୀକରଣ ସମୟକୁ ଆଉ ସାତଦିନ ପାଇଁ ବୃଦ୍ଧି କଲେ ରାଜ୍ୟ ସରକାର ଭୁବନେଶ୍ବର: ଆଜି ରାଜ୍ୟ ସରକାର ଧାନବିକ୍ରୀ ନେଇ ଏକ ବଡ ନିଷ୍ପତି ଗ୍ରହଣ କରିଛନ୍ତି। ସେହି ଅନୁସାରେ ମଣ୍ଡିଧାନ ବିକ୍ରି ପଂଜୀକରଣ ଆଉ ସାତ ଦିନ ପାଇଁ…