ଆଜିର ଖବର ରାଜସ୍ଥାନ ସରକାରର ସମସ୍ତ ମନ୍ତ୍ରୀଙ୍କ ଇସ୍ତଫା, ଆସନ୍ତାକାଲି ଗଠନ ହୋଇପାରେ ନୂଆ ମନ୍ତ୍ରୀମଣ୍ଡଳ ଜୟପୁର: ରାଜସ୍ଥାନ ସରକାରଙ୍କ ସମସ୍ତ ମନ୍ତ୍ରୀ ନିଜ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ଆଜି ସନ୍ଧ୍ୟାରେ ଜୟପୁରରେ ଅନୁଷ୍ଠିତ ମନ୍ତ୍ରୀ ପରିଷଦର ବୈଠକରେ ସମସ୍ତ ମନ୍ତ୍ରୀ ଇସ୍ତଫା…