ଆଜିର ଖବର ଜନସନ ଆଣ୍ଡ ଜନସନ ବିରୋଧରେ ମହାରାଷ୍ଟ୍ର ଏଫଡିଏ ର କାର୍ଯ୍ୟାନୁଷ୍ଠାନ: ଜାରି କଲା କାରଣ ଦର୍ଶାଅ ନୋଟିସ ମୁମ୍ବାଇ: ମହାରାଷ୍ଟ୍ର ଖାଦ୍ୟ ଏବଂ ଔଷଧ ପ୍ରଶାସନ ଜନସନ ଆଣ୍ଡ ଜନସନ ବେବି ପାଉଡର ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ମହାରାଷ୍ଟ୍ର ଏଫଡିଏ ଅନୁଯାୟୀ ଶିଶୁମାନଙ୍କ ପାଇଁ…