ଆଜିର ଖବର ମୁଖ୍ୟମନ୍ତ୍ରୀଙ୍କ ପରିଦର୍ଶନ ପରେ ଧୁମ୍ ଧାମରେ ଚ଼ାଲିଛି ମା’ଭଗବତୀଙ୍କ ମନ୍ଦିର ନିର୍ମାଣ କାର୍ଯ୍ୟ ବାଣପୁର: ମା’ଭଗବତୀଙ୍କ ମନ୍ଦିର ସୌନ୍ଦର୍ଯ୍ୟକରଣ ଓ ନିର୍ମାଣକାର୍ଯ୍ୟ ଧୁମ୍ ଧାମରେ ଚ଼ାଲିଛି। ମା’ଙ୍କ ମନ୍ଦିର ପରିସରରେ ନୂତନ ଭାବେ ନିର୍ମିତ ରୋଷଘର,ପର୍ବଗୃହ, ଯଜ୍ଞ ମଣ୍ଡପ, ଭଣ୍ଡାର ଘର…