ଆଜିର ଖବର ନଭି ମୁମ୍ବାଇରେ ରଥଯାତ୍ରା, ଛେରାପହଁରା କଲେ ଓଡ଼ିଆ ପୁଅ ମୁମ୍ବାଇ: ନଭି ମୁମ୍ବାଇର ଖରଘର ସେକ୍ଟର ୩, ବାଲାଜି ଆଙ୍ଗନସ୍ଥିତ ମନ୍ଦିରରେ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଜୟ ଜଗନ୍ନାଥ ଲୋକ ତରଣ ଟ୍ରଷ୍ଟ ପକ୍ଷରୁ…