ଆଜିର ଖବର ବିଷୁବ ସଂକ୍ରାନ୍ତି ଏବଂ ରମଜାନ ପର୍ବ ପାଇଁ କୋଭିଡ଼ କଟକଣା ଜାରି କଲା ବିଏମସି ଭୁବନେଶ୍ଵର: ଆସନ୍ତାକାଲି ବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତିକୁ ଦୃଷ୍ଟିରେ ରଖି ଭୁବନେଶ୍ଵର ମହାନଗର ଅଞ୍ଚଳରେ କଟକଣା ଲାଗିଛି। ଏହାସହିତ ମୁସଲମାନଙ୍କର ରମଜାନ ପର୍ବ ପାଇଁ ମଧ୍ୟ କଟକଣା…