ଫଟୋ ଖବର ସ୍ବାଧୀନତା ଦିବସ ପୂର୍ବରୁ ରଂଗୀନ ଆଲୋକ ମାଳାରେ ଝଲସି ଉଠିଛି ରାଷ୍ଟ୍ରପତି ଭବନ ନୂଆଦିଲ୍ଲୀ, ରାତିପାହିଲେ ସ୍ବାଧୀନତା ଦିବସ. ଏହା ପୂର୍ବରୁ ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନ ରଂଗୀନ ଆଲୋକମାଳାରେ ଝଲସି ଉଠିଛି।
ଆଜିର ଖବର ରାଷ୍ଟ୍ରପତି ଭବନରେ ଥିବା ସଫେଇକର୍ମୀଙ୍କ ବୋହୂ କରୋନା ପଜିଟିଭ୍ : କ୍ବାରେଣ୍ଟାଇନ୍କୁ ଗଲେ 125 ପରିବାର ନୂଆଦିଲ୍ଲୀ: ଦେଶର ସବୁଠୁ ସୁରକ୍ଷିତ ସ୍ଥାନରେ ଏବେ କରୋନା ବିପଦ। ରାଷ୍ଟ୍ରପତି ଭବନ କାମ କରୁଥିବା ଜଣେ ସଫେଇ କର୍ମଚାରୀଙ୍କ ବୋହୂଙ୍କଠାରେ କରୋନା ପଜିଟିଭ୍ ମିଳିଛି। ସେ…