ଆଜିର ଖବର ଆସାମରେ ଭୂମିକମ୍ପର ବଡ ଝଟକା: ରିକ୍ଟର ସେଲରେ ୬.୪ ତୀବ୍ରତା ଅନୁଭୂତ ନୂଆଦିଲ୍ଲୀ: ଆସାମର କେତୋଟି ଅଞ୍ଚଳରେ ଭୂମିକମ୍ପର ବଡ ଝଟକା ଦେଖିବାକୁ ମିଳିଛି। ସକାଳ ପାଖାପାଖି ୮ ଟା ସମୟରେ ଏହି ଝଟକା ଅନୁଭୂତ ହୋଇଥିଲା। ସେହି ସମୟରେ…