ଆଜିର ଖବର ଦଳିତ, ପଛୁଆ ଏବଂ ମହିଳାଙ୍କୁ ମନ୍ତ୍ରୀ ଭାବେ ନିଯୁକ୍ତିକୁ ହଜମ କରି ପାରୁନାହାନ୍ତି ବିରୋଧୀ: ପ୍ରଧାନମନ୍ତ୍ରୀ ମୋଦୀ ନୂଆଦିଲ୍ଲୀ: ଲୋକସଭାରେ ମୌସୁମୀ ଅଧିବେଶନର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିରୋଧୀଦଳର ଅସନ୍ତୋଷ ତଥା ସ୍ଲୋଗାନ ମଧ୍ୟରେ ମନ୍ତ୍ରୀ ପରିଷଦରେ ନୂତନ ଭାବେ ନିଯୁକ୍ତ ମନ୍ତ୍ରୀମାନଙ୍କୁ…