ଆଜିର ଖବର ବିଏସଏଫ୍ ର ଲଙ୍କାମୁରା ସୀମା ଆଉଟପୋଷ୍ଟ ପରିଦର୍ଶନ କରି ଯବାନଙ୍କ ମନୋବଳ ବଢ଼ାଇଲେ ଅମିତ ଶାହ ନୂଆଦିଲ୍ଲୀ: କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀଅମିତ ଶାହ ତ୍ରିପୁରାରେ ବି. ଏସ୍. ଏଫ୍. ର ଲଙ୍କାମୁରା ବର୍ଡର ଆଉଟପୋଷ୍ଟ (ବି. ଓ. ପି.) ପରିଦର୍ଶନ କରିଥିଲେ…