Categories
ଆଜିର ଖବର ଜାତୀୟ ଖବର

ନବରାତ୍ରୀର ଷଷ୍ଠ ଦିନରେ ଦେବୀ କାତ୍ୟାୟନୀଙ୍କୁ ପ୍ରାର୍ଥନା କଲେ ପ୍ରଧାନମନ୍ତ୍ରୀ

ନୁଆଦିଲ୍ଲୀ: ନବରାତ୍ରୀର ଷଷ୍ଠ ଦିନରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେବୀ କାତ୍ୟାୟନୀଙ୍କୁ ପ୍ରାର୍ଥନା କରିଛନ୍ତି।

ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି:

“ନବରାତ୍ରୀର ଷଷ୍ଠୀରେ ମା’ କାତ୍ୟାୟନୀଙ୍କୁ ବିଶେଷ ପ୍ରାର୍ଥନା। ମାତାଙ୍କ ଆଶୀର୍ବାଦରେ ତାଙ୍କର ସବୁ ଭକ୍ତଙ୍କ ଜୀବନରେ ଶକ୍ତି, ସାମର୍ଥ୍ୟ ଏବଂ ସାହସର ସଞ୍ଚାର ହେଉ, ଏହି ପ୍ରାର୍ଥନା।”