ଜାତୀୟ ଖବର ଭିବି-ଜି ରାମ୍ ଜି ଅଧିନିୟମ ଅଧୀନରେ ନୂଆ ମଜୁରୀ ହାର ଘୋଷଣା; ସର୍ବନିମ୍ନ ଦୈନିକ ମଜୁରୀ ୩୦୦ ଟଙ୍କା ନୂଆଦିଲ୍ଲୀ: କେନ୍ଦ୍ର ସରକାର ‘ବିକଶିତ ଭାରତ–ନିଯୁକ୍ତି ଏବଂ ଜୀବିକା ଗ୍ୟାରେଣ୍ଟି ମିଶନ (ଗ୍ରାମୀଣ)’ ବା ଭିବି-ଜି ରାମ୍ ଜି ଅଧିନିୟମ, ୨୦୨୫ ଅଧୀନରେ ସଂଶୋଧିତ ମଜୁରୀ ହାରର…