ଆଜିର ଖବର ଘୂର୍ଣ୍ଣିଝଡ଼ ଦ୍ୱାରା ପ୍ରଭାବିତ ଶ୍ରୀଲଙ୍କାକୁ ୪୫୦ମିଲିୟନ ଡଲାରର ସହାୟତା ଘୋଷଣା କଲା ଭାରତ ନୂଆଦିଲ୍ଲୀ: ଘୂର୍ଣ୍ଣିଝଡ଼ ଦ୍ୱାରା ପ୍ରଭାବିତ ଅଞ୍ଚଳଗୁଡ଼ିକର ପୁନଃନିର୍ମାଣ ପାଇଁ ଭାରତ ଶ୍ରୀଲଙ୍କାକୁ ୪୫୦ ମିଲିୟନ ଡଲାରର ସହାୟତା ପ୍ୟାକେଜ୍ ପ୍ରଦାନ କରିବ। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ.…