ଜାତୀୟ ଖବର ବିଜେପିରେ ନେତୃତ୍ୱ ପରିବର୍ତ୍ତନ ପ୍ରସଙ୍ଗରେ ସର୍ଭେ, ଆସିଲା ଆଶ୍ଚର୍ଯ୍ୟଜନକ ଉତ୍ତର ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପାଇଁ ଦେଶର ସମସ୍ତ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ସବୁ ଦଳ ନିଜ ନିଜ ଅନୁଯାୟୀ ରଣନୀତି ପ୍ରସ୍ତୁତ କରି…