ଆଜିର ଖବର ଏକ ସୁଦୃଢ଼ ଗଣତନ୍ତ୍ରର ସର୍ବୋତ୍ତମ ସମ୍ପଦ ହେଉଛନ୍ତି ସୁସ୍ଥ ନାଗରିକ: ଲୋକସଭା ବାଚସ୍ପତି ନୂଆଦିଲ୍ଲୀ: ଲୋକସଭା ବାଚସ୍ପତି ଓମ୍ ବିର୍ଲା ଆଜି ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ସଂସଦ ଭବନ ପରିସରରେ ସାଂସଦମାନଙ୍କ ସହିତ ଏକ ଯୋଗ ଅଧିବେଶନର ନେତୃତ୍ୱ ନେଇଥିଲେ।…