ସ୍ଥାନାନ୍ତରିତ ଶିକ୍ଷକ

ରଣପୁର: ବଜ୍ରକୋଟ ଗ୍ରାମପଞ୍ଚାୟତ ଅଧୀନ ବିଦ୍ୟାଳୟ ପରିସରରେ ସ୍ଥାନାନ୍ତରଣ ଶିକ୍ଷକ ସେବା ସମ୍ବର୍ଦ୍ଧନା ଓ ମେଧା ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆନନ୍ଦ ଓ ଭାବାବେଗପୂର୍ଣ୍ଣ ପରିବେଶରେ ଅନୁଷ୍ଠିତ ହୋଇଛି।…