ଜାତୀୟ ଖବର ସ୍ୱାସ୍ଥ୍ୟ ପାଇଁ ୧୯ଟି ରାଜ୍ୟକୁ କେନ୍ଦ୍ରର ୮,୪୫୩ କୋଟି ସହାୟତା, ଓଡ଼ିଶାକୁ ୪୬୧ କୋଟି ଟଙ୍କା ଭୁବନେଶ୍ବର: ଅର୍ଥ ମନ୍ତ୍ରଣାଳୟ ଅଧୀନ ବ୍ୟୟ ବିଭାଗ ପକ୍ଷରୁ ୧୯ଟି ରାଜ୍ୟର ଗ୍ରାମୀଣ ଓ ସହରାଞ୍ଚଳ ପ୍ରଶାସନକୁ ସ୍ୱାସ୍ଥ୍ୟ କ୍ଷେତ୍ର ଅନୁଦାନ ଆକାରରେ ୮,୪୫୩ କୋଟି ୯୨…