ଜାତୀୟ ଖବର ଆଜି ୧୪ ବର୍ଷର ବାଳିକାଙ୍କ ପାଇଁ ରାଷ୍ଟ୍ରବ୍ୟାପୀ ଏଚପିଭି ଟିକାକରଣ ଅଭିଯାନର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ: ପ୍ରତିଷେଧକ ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବା ଏବଂ ଦେଶର ଝିଅମାନଙ୍କ ଭବିଷ୍ୟତ ସ୍ୱାସ୍ଥ୍ୟକୁ ସୁରକ୍ଷା ଦେବା ଦିଗରେ ଆସନ୍ତାକାଲି ଏକ ଐତିହାସିକ ପଦକ୍ଷେପର ଶୁଭାରମ୍ଭ ହେବାକୁ ଯାଉଛି।…