ଆଜିର ଖବର ବଡ଼ମାଳ ମହୋତ୍ସବ ଦହନା: ଦର୍ଶକଙ୍କୁ ବାନ୍ଧି ରଖିଲା ହସ୍ୟକବିଙ୍କ ବ୍ୟଙ୍ଗ, ନାଚ ଗୀତରେ ଦୁଲୁକିଲା ମଞ୍ଚ ରେଢ଼ାଖୋଲ (କନ୍ଦର୍ପ ବେହେରା): ସମ୍ୱଲପୁର ଜିଲ୍ଲା ରେଢାଖୋଲ ବ୍ଲକ ଅନ୍ତର୍ଗତ ବଡ଼ମାଳ ସ୍ଥିତ ହାଇସ୍କୁଲ ପଡିଆରେ ଟିକିରା ଗୋସାଇଁ ଯୁବକ ସଂଘ ଆନୁକୁଲ୍ୟରେ ନୃତ୍ୟଗୀତର ବର୍ଣ୍ଣିଳ ପାର୍ବଣ…