ଆଜିର ଖବର ହିମାଳୟ ନିକଟବର୍ତ୍ତୀ ଅଞ୍ଚଳ ଗୁଡ଼ିକରେ ଜିଏଲଓଏଫ୍ ଓ ହିମସ୍ଖଳନ ପ୍ରସ୍ତୁତି ସମୀକ୍ଷା ନୂଆଦିଲ୍ଲୀ: କେନ୍ଦ୍ର ଗୃହ ସଚିବ ଗୋବିନ୍ଦ ମୋହନ ଆଜି ନୂଆଦିଲ୍ଲୀରେ ଏକ ବୈଠକର ଅଧ୍ୟକ୍ଷତା କରିଥିଲେ ଯେଉଁଥିରେ ଗ୍ଲାସିଆଲ୍ ହ୍ରଦ ବିସ୍ଫୋରଣ ଜନିତ ବନ୍ୟା (ଜିଏଲଓଏଫ୍) ଏବଂ…