ଆଞ୍ଚଳିକ ଅଁଳାଇ ପୀଠରେ ବିଜେଡି କର୍ମୀ ସମାବେଶ: ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ପାଇଁ ନେଲେ ସଂକଳ୍ପ ଖୋର୍ଦ୍ଧା: ୨୦୨୪ ନିର୍ବାଚନ ଯେତିକି ପାଖେଇ ଆସୁଛି ଜଟଣୀ ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ଉଷ୍ମତା ସେତିକି ବଢ଼ିଚାଲିଛି। ତାରି ଭିତରେ ଆଜି ସମାଜସେବୀ, ଆଇନୀଜୀବୀ ଅର୍ଜୁନ ପରିଡାଙ୍କ…