ଜାତୀୟ ଖବର ମହଙ୍ଗା ପଡିଲା ଆଇଏଏସଙ୍କ ଷ୍ଟାଇଲ ଫଟୋ, ତୁରନ୍ତ ନିର୍ବାଚନ ଦାୟିତ୍ବରୁ କରାଗଲା ବହିସ୍କାର ନୂଆଦିଲ୍ଲୀ: ଜଣେ ଆଇଏଏସଙ୍କ ଷ୍ଟାଇଲ ଫଟୋ ତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ସେ ହେଉଛନ୍ତି ଉତ୍ତର ପ୍ରଦେଶ କ୍ୟାଡରର ଯୁବ ଆଇଏଏସ ଅଫିସର ଅଭିଷେକ ସିଂ।…