ଆଜିର ଖବର ପ୍ରଦାନ ହେଲା ଅକ୍ଷୟ ସାହିତ୍ୟ ଓ ସଂଗୀତ ସମ୍ମାନ, ଜାଣନ୍ତୁ କାହାକୁ ମିଳିଲା ପୁରସ୍କାର ଭୁବନେଶ୍ବର: ପ୍ରଖ୍ୟାତ୍ ସଙ୍ଗୀତଜ୍ଞ ଓ ସାହିତ୍ୟିକ ସ୍ଵର୍ଗତ ଅକ୍ଷୟ ମହାନ୍ତିଙ୍କ ସଂଗୀତ ଓ ସାହିତ୍ୟ ପ୍ରତିଭାର କ୍ଷୟ ନାହିଁ । ତାଙ୍କର ଯାଦୁକାରୀ କଣ୍ଠଶ୍ଵର ଓ ସଂଗୀତର…